Odia Grammar Book 2022

Share
  • Document
  • 26 MB
Min ₹ 62
Description

ନମସ୍କାର ବନ୍ଧୁଗଣ, ଡିଜିଟାଲ ଓଡିଶା ଏବଂ ଓଡିଶା ସରକାରୀ ଏକ୍ଜାମ ରେ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ | ଓଡିଶା ପରୀକ୍ଷା ପାସ କରିବା ପାଇଁ ହେଲେ ଗୋଟେ ପଢିବା ଗାଇଡ଼ ନିତ୍ୟାନ୍ତ ଦରକାର | ଯେ କୌଣସି ବିଷୟ ହେଉ ଯଦି ଆପଣ ବହି ପଢ଼ୁନାହାନ୍ତି ତାହେଲେ ଆପଣ ସିଲେକସନ ନେଇ ପାରିବେ ନାହିଁ |
ସେଥିପାଇଁ ଆମ୍ଭେ ଏକ ଛୋଟ ପ୍ରୟାସ କରିଛୁ ଏକ ଛୋଟ ଗାଇଡ଼ ତିଆରି କରିଛୁ | ଯେଉଁଟା ଓଡ଼ିଆ ଗ୍ରାମର ଟୋପିକ ଉପରେ ଆଧାରିତ | ଏହି ଓଡ଼ିଆ ଗ୍ରାମାର ଗାଇଡ଼ ଆପଣ ଙ୍କୁ ବହୁତ ସାହାଯ୍ୟ କରିବ ଏକଯାମ ସମୟରେ | ଓଡିଶା ର ଯେକୌଣସି ପ୍ରତିଯୋଗୀ ପରୀକ୍ଷା ଦିଅନ୍ତୁ କିମ୍ବା ଅନ୍ୟ ଯେକୌଣସି ଓଡିଶା ଏକଜାମ ଦିଅନ୍ତୁ ଓଡ଼ିଆ ଗ୍ରାମାର ଟୋପିକ ରୁ ପ୍ରଶ୍ନ ଆସିଥାଏ | ଓଡିଶା ପରୀକ୍ଷା ଯଥା - CT, BED, OTET, CTET, OAS, ASO, OSSSC ପ୍ରତ୍ୟକ ପରୀକ୍ଷା ପାଇଁ ଉପଯୋଗୀ ଏହି ବହି ରହିବ |
ଏହି ଗାଇଡ଼ ରେ ଟୋଟାଲ 20 ଟୋପିକ ଡିସ୍କସ କରାଯାଇଛି ଯେଉଁଥିରୁ ପରୀକ୍ଷାରେ ପ୍ରଶ୍ନ ଆସୁଛି | ଆପଣଙ୍କୁ ଥିଓରୀ ନୋଟ୍ସ ସହିତ ମହତ୍ୱପୂର୍ଣ୍ଣ ଅଭ୍ୟାସ ପାଇଁ ମହତ୍ୱପୂର୍ଣ୍ଣ MCQ ପ୍ରଶ୍ନ ମଧ୍ୟ ମିଳିବ | ଯେଉଁଟାକି ଆପଣଙ୍କୁ ପରୀକ୍ଷା ରେ ବହୁତ ସାହାଯ୍ୟ କରିବ |
ଯଦି ଟାଇପିଙ୍ଗ ସମୟରେ କିଛି ଭୁଲ ରହିଥାଏ ଟିକେ ଏଡ଼ଜଷ୍ଟ କରିନେବେ

ଯଦି କୌଣସି ପ୍ରୋବ୍ଲେମ ଫେସ କରନ୍ତି ତାହେଲେ <digitalodishaedu@gmail.com> ରେ ମେସେଜ କରିବେ |