Odia eJataka PDF (101/- Basic)

Share
₹ 101
Description

Odia Jataka PDF Delivery may take maximum 5 working days and 20-25 working days for Hard Copy version through Indian Post.

DECLARATION:
ମୁଁ ନିଜ ଇଚ୍ଛାମତେ ୧୦୧ Payment କରି OdiaPortal Lab ଠାରୁ ଓଡ଼ିଆ ଇ-ଜାତକ ପାଇବାକୁ ଚାହୁଁଛି । କମ୍ପ୍ୟୁଟରରେ ଜାତକ ପ୍ରସ୍ତୁତ ହେଉଥିଲେ ମଧ୍ୟ ସଠିକ ଜାତକ ପ୍ରସ୍ତୁତ ଓ OdiaPortal Lab ଦ୍ଵାରା ନିଯୁକ୍ତ ଜଣେ ପଣ୍ଡିତ (ଜ୍ୟୋତିଷ) ତାହାର ଅନୁଧ୍ୟାନ କରିବା ପାଇଁ କିଛି ଦିନ ସମୟ ଲାଗିପାରେ, ଏହା ମଧ୍ୟ ମୁଁ ହୃଦୟଙ୍ଗମ କରିପାରୁଛି । ୨୦ ଦିନ ମଧ୍ୟରେ ଜାତକ ମିଳିବ ବୋଲି ମୁଁ ପଢିଲି । ଯଦି ୨୦ ଦିନରୁ ଅଧିକ ଦିନ ବିତିଯାଏ ତେବେ ମୁଁ ପ୍ରଥମେ <odiaportal.in@gmail.com> ରେ ଯୋଗାଯୋଗ କରିବି । କିନ୍ତୁ ଏହି ୨୦ ଦିନ ମଧ୍ୟରେ ମୁଁ କୌଣସି ଆପତ୍ତିଜନକ App Review/Mail କରିବି ନାହିଁ ତଥା Case/FIR/Legal action ଭଳି ମିଥ୍ୟା ଧମକ ଦେବିନାହିଁ, Fraud/Fake/Scam ଆଦି ମିଥ୍ୟା ଅଭିଯୋଗ କରିବିନାହିଁ । ଯଦି ଏସବୁ ମୁଁ Order କରିବାର ୨୦ ଦିନ ମଧ୍ୟରେ କରେ ତେବେ ମୋର Order କୁ ତୁରନ୍ତ Cancel କରାଯାଇ ମୋର ଦେୟ ଟଙ୍କା Refund ପାଇବି ବୋଲି ଏହି ଘୋଷଣାନାମା ରେ ସ୍ଵୀକାର କଲି ।